ଯୋଗ ଆଶାର କିରଣ ଆଣିଛି, ପ୍ରଧାନମନ୍ତ୍ରୀ

0

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ । ମହାମାରୀ ବିରୋଧରେ ଲଢେଇରେ ଯୋଗ ଆଶାର କିରଣ ଆଣିଛି । ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଠିନ ସମୟରେ ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବଢିଛି । ସମସ୍ତ ଦେଶବାସୀଙ୍କ ଯୋଗ କରି ସୁସ୍ଥ ରହିବାକୁ ସେ କରିଛନ୍ତି ।

Leave A Reply

Your email address will not be published.

nineteen − 16 =