ଗର୍ଭବତୀ ମହିଳା ନେଇପାରିବେ ଟିକା

0

ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦିଆଯାଇପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଭେଷଜ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଡଃ ବଳରାମ ଭାର୍ଗବ କହିଛନ୍ତି । ଗର୍ଭବତୀ ମହିଳାଙ୍କ ପାଇଁ ଏହି ଟିକା ଉପଯୋଗୀ ବୋଲି ଡଃ ଭାର୍ଗବ କହିଛନ୍ତି । ଦେଶର ସମସ୍ତ ଜନତାଙ୍କ ଟିକାକରଣ ସାରିବା ସାମ୍ପ୍ରତିକ କ୍ଷେତ୍ରରେ ପ୍ରଧାନ ଲକ୍ଷ୍ୟ ରହିଛି । ଏପରି ସ୍ଥିତିରେ ଗର୍ଭବତୀ ମହିଳା ଟିକା ନେଇପାରିବେ କି ନା ସେ ନେଇ ଦ୍ୱନ୍ଦ ଉପୁଜିଥିଲା । ଗର୍ଭବତୀ ମହିଳା ଗର୍ଭଧାରଣ ଅବଧିରେ ଟିକା ନେଇପାରିବେ ।

Leave A Reply

Your email address will not be published.

4 × five =