ଚୀନରୁ ଭିଟି-୪ ଟ୍ୟାଙ୍କ କିଣିଲା ପାକିସ୍ତାନ

0

ଇସଲାମାବାଦ: ଚୀନ ନିର୍ମିତ ଭିଟି-୪ ଅତ୍ୟାଧୁନିକ ଟ୍ୟାଙ୍କ କିଣିଛି ପାକିସ୍ଥାନ । ଏହି ଟ୍ୟାଙ୍କ ସ୍ଥଳସେନାରେ ସାମିଲ କରିଛି । ଥାଇଲାଣ୍ଡ ଓ ନାଇଜେରିଆ ପରେ ଚୀନରୁ ଏଭଳି ଟ୍ୟାଙ୍କ କିଣିବାରେ ପାକିସ୍ତାନ ହେଉଛି ବିଶ୍ୱର ତୃତୀୟ ରାଷ୍ଟ୍ର । ପାକିସ୍ତାନ ସ୍ଥଳସେନାର ମାଙ୍ଗ୍‌ଲା କର୍ପସରେ ସାମିଲ ହୋଇଥିବା ଏହି ଟ୍ୟାଙ୍କର କାର୍ଯ୍ୟଦକ୍ଷତାକୁ ପାକିସ୍ତାନର ବରିଷ୍ଠ ସାମରିକ ଅଧିକାରୀମାନେ ଯାଞ୍ଚ କରିଥିବା ଜଣାପଡିଛି ।

Leave A Reply

Your email address will not be published.

seven + ten =