କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବୁର୍ଲା ଭିସୁଟ୍କୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆଜିଠୁ ଏହି କଟକଣା ଲାଗୁ ହୋଇଥିବା ବେଳେ ମଙ୍ଗଳବାର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏନେଇ ଭିସୁଟ କୁଳପତି ଘୋଷଣା କରିଥିବା ଜଣାଯାଇଛି।ଏହି ସମୟରେ ଭିସୁଟ କ୍ୟାମ୍ପସକୁ ସମ୍ବୂର୍ଣ୍ଣ ସାନିଟାଇଜ୍ କରାଯିବ ବୋଲି କହିଲେ କୁଳପତି।
ଆହୁରି ପଢନ୍ତୁ