ରାଜ୍ୟରେ ଚିହ୍ନଟ ହେଲେ ୪୩୫୬ କରୋନା ଆକ୍ରାନ୍ତ

0

ରାଜ୍ୟରେ ନୂଆ ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୨୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୧୮୨୭ ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧାରେ ପଜିଟିଭ ସଂଖ୍ୟା ଆଜି ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ୯୦୦ ପାର୍‌ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଜିଲ୍ଲାରୁ କେବଳ ୯୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୪୫୨ରେ ପହଞ୍ଚିଥିବା ବେଳେ୧୬୫୪୩୨  ଜଣ ସୁସ୍ଥ ହୋଇ ସାରିଲେଣି।  ଏହାବ୍ୟତୀତ ୩୯,୧୮୪  ଆକ୍ଟିଭ କେସ୍‌ ଥିବା ବେଳେ ଆଖି ବୁଜି ସାରିଲେଣି ୭୮୩  ଜଣ।

Leave A Reply

Your email address will not be published.