ରାଜ୍ୟରେ ଚିହ୍ନଟ ହେଲେ ୩୪୯୦ ନୂଆ କରୋନା ଆକ୍ରାନ୍ତ

0

ରାଜ୍ୟରେ ୩୪୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୯୪  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୩୯୬ ହେଉଛି ଲୋକାଲ୍ କେସ୍‌।

 

Leave A Reply

Your email address will not be published.

ten − seven =