ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରୁ ୮୭୬ ଜଣ ଚିହ୍ନଟ ହୋଇଛନ୍ତି।
22. Mayurbhanj: 131
23. Nawarangpur: 86
24. Nayagarh: 47
25. Nuapada: 119
26. Puri: 287
27. Rayagada: 80
28. Sambalpur: 114
29. Sonepur: 74
30. Sundargarh: 38
31. State Pool: 262New Recovery: 3714
Cumulative Tested: 2567777
Positive: 162920
Recovered: 125738
Active Case: 36473— I & PR Department, Odisha (@IPR_Odisha) September 16, 2020
ଏହାବ୍ୟତୀତ କଟକରୁ ୩୭୪, ଜଗତସିଂହପୁରରୁ ୧୮୮, ବରଗଡ଼ରୁ ୧୮୩, ଯାଜପୁରରୁ ୧୬୨, ବାଲେଶ୍ୱରରୁ ୧୫୦ ଓ ଅନୁଗୁଳ ଜିଲ୍ଲାରୁ ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ରେ ପହଞ୍ଚିଯାଇଥିବା ବେଳେ ୧,୨୫,୭୩୮ ସୁସ୍ଥ ହୋଇସାରିଛନ୍ତି। ୩୬,୪୭୩଼ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬ରେ ପହଞ୍ଚିଯାଇଛି।