ରାଜ୍ୟରେ  ୪୨୪୧  ନୂଆ କରୋନା ଆକ୍ରାନ୍ତ

0
 ରାଜ୍ୟରେ  ୪୨୪୧  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୨୫୦୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୭୩୯ ଟି ହେଉଛି ଲୋକାଲ୍ କେସ୍‌।

 

Leave A Reply

Your email address will not be published.

five + thirteen =