ଆଜିଠୁ ରାଜ୍ୟରେ ବାଘ ଗଣନା

0

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ବାଘ ଗଣନା। ଚଳିତ ବର୍ଷ ୨୦ଟି ମଣ୍ଡଳରେ ବାଘ ଗଣନା କରାଯିବ। ଶିମିଳିପାଳ ଓ ସାତକୋଶିଆ ସହିତ ସୁନାବେଡ଼ା ଅଭୟାରଣ୍ୟକୁ ଏଥିରେ ସାମିଲ କରାଯିବ। ଫଳରେ ରାଜ୍ୟରେ ଅଧିକ ସଂଖ୍ୟକ ବାଘ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ରାଜ୍ୟ ବନ ବିଭାଗ ସହ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଅଧିକାରୀମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ପୂର୍ବରୁ ରାଜ୍ୟର ୧୫ଟି ମଣ୍ଡଳରେ ବାଘ ଗଣନା କରାଯାଉଥିଲାବେଳେ ୨୦୧୪ରୁ ରାଜ୍ୟରେ ବାଘ ସଂଖ୍ୟାରେ ବୃଦ୍ଧି ଦେଖାଯାଇନି। ସେହିବର୍ଷ ରାଜ୍ୟରେ ୨୮ ଟି ବାଘ ଥିବା ଗଣନାରୁ ଜଣାପଡ଼ିଥିଲା।

Leave A Reply

Your email address will not be published.

twenty + ten =