Browsing Tag

State

ଶ୍ରୀମନ୍ଦିର ସେବକଙ୍କ ହେବ ସ୍ୱତଃ ବୀମା

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସହ ସଂପୃକ୍ତ ସମସ୍ତ ସେବକ ମାନଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବା ପାଇଁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସକୁ ନିଯୁକ୍ତ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର…
Read More...

ଆହତ ସେବାୟତଙ୍କୁ ଭେଟିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ପରିସରେ ଥିବା ଉଗ୍ର ନୃସିଂହ ମନ୍ଦିରରୁ ପଥର ଖସିବା ଫଳରେ ଉକ୍ତ ମନ୍ଦିରରେ ଉପସ୍ଥିତ ଥିବା ଜଣେ ସେବାୟତ ଆହତ ହୋଇଛନ୍ତି । ଏହି ଘଟଣା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ କୁମାର ଆହତ ସେବାୟତଙ୍କୁ ତାଙ୍କ ବାସଭବନରେ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ତାଙ୍କୁ…
Read More...

ଶ୍ରୀମନ୍ଦିର ବିକାଶ ପାଇଁ କିଷନ କୁମାରଙ୍କ ଉପସ୍ଥିତିରେ ଏକ କୋଟି ଦାନ କଲେ ପଙ୍କଜ ଲୋଚନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଏମଜିଏମ ମିନେରାଲ୍ସ ଲିମିଟେଡର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚାନ୍ ମହାନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପର ବିକାଶ ପାଇଁ ୧କୋଟି ଟଙ୍କା ଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ…
Read More...

ପୁରାତନ ଛାତ୍ରଙ୍କୁ କଲେଜ ସହ ଯୋଡିବାକୁ ଆରମ୍ଭ ହେଲା ନୂଆ ପ୍ରୟାସ; ‘ମୋ କଲେଜ’ ଅଭିଯାନ ଆରମ୍ଭ

ରାଜ୍ୟରେ ଆରମ୍ଭ ହେଲା ‘ମୋ କଲେଜ’ ଅଭିଯାନ । ମୋ ସ୍କୁଲ ଭଳି ‘ମୋ କଲେଜ’ ଅଭିଯାନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ମୋ କଲେଜ’ ଓ ମୋ ୟୁନିଭର୍ସିଟି ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅଭିଯାନରେ ୭୫୫ଟି କଲେଜ ସାମିଲ ଥିବା ବେଳେ ଏହା…
Read More...

ଶିକ୍ଷା ଓ ସ୍ୱାସ୍ଥ୍ୟ ସୁଶାସନର ୨ଟି ମୁଖ୍ୟ ସ୍ତମ୍ଭ – ରାଷ୍ଟ୍ରପତି

ସୁଶାସନ ପ୍ରତିଷ୍ଠା ବିଶେଷତଃ ଦୁଇଟି ସ୍ତମ୍ଭକୁ ଆଧାର କରି ହୋଇଥାଏ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ହିଁ ଏହି ସୁଶାସନର ୨ଟି ମୁଖ୍ୟ ସ୍ତମ୍ଭ ବୋଲି ରବିବାର ରାଉରକେଲା ଇସ୍ପାତ୍ କାରଖାନାର ଇସ୍ପାତ୍ ସ୍ନାତକୋତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ…
Read More...

ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ଼ଦାଣ୍ଡରୁ ଫେରୁଛି ଭକ୍ତ; ୧୦ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା…

ପଡ଼ୋଶୀ ଛତିଶଗଡରୁ ଆସିଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ ହେବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । କେବଳ ଏହି ଭକ୍ତ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ ପରୀକ୍ଷା…
Read More...

ଏନ୍‌ଏଚ୍‌-୬୦କୁ ୬ ଲେନ୍‌ କରିବାକୁ ନୀତିନ ଗଡ଼କରୀଙ୍କ ସହ ପ୍ରତାପ ଷଡ଼ଙ୍ଗୀଙ୍କ ଆଲୋଚନା

୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ବରରୁ ଖଡ଼ଗପୁର ଯାଇଥିବା ରାସ୍ତାକୁ ୬ ଲେନ ବିଶିଷ୍ଟ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ପ୍ରାଧିକରଣ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କରିବା ସହ ଏନେଇ ଲିଖିତ ଚିଠି ପ୍ରଦାନ କରିଛନ୍ତି। ୨୦୧୧-୧୨ ମସିହାରେ ଏହି ପ୍ରକଳ୍ପ ହେବାକୁ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ: କୁଳପତି

ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେ‌ାଇଯାଇଛି। ପିଜି କାଉନସିଲ ସମ୍ମିଳନୀ ଗୃହରେ ଏହି ବୈଠକ ଆୟୋଜନ ହୋଇଛି। ବୈଠକ ପରେ କୁଳପତି ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ…
Read More...

ପୁଲିସ-ନକ୍ସଲ ଗୁଳିବିନିମୟ: ଖସିଗଲେ ଦୁର୍ଦାନ୍ତ ନକ୍ସଲ, ମାଓ ସାମଗ୍ରୀ ଜବତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ନକ୍ସଲ କ୍ୟାଡର ଖସି ଚାଲିଯିବାରେ ସଫଳ ହୋଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ୨୧୦ କୋବ୍ରା ବାଟାଲିୟନର ଯବାନ ଏବଂ ୮୫ ସିଆରପିଏଫ ଯବାନ…
Read More...

ଜନସାଧାରଣଙ୍କୁ ସୁରକ୍ଷା ସଂପର୍କିତ ସଚେତନତାର ବାର୍ତ୍ତା ବାଣ୍ଟିବ ଫାୟାର ପାର୍କ: ମୁଖ୍ୟମନ୍ତ୍ରୀ

ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଫାୟାର ପାର୍କ ଉଦ୍‌ଘାଟନ ହୋଇଯାଇଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ଅଗ୍ନିଶମ ଓ ପ୍ରଶମନ ପ୍ରତିଷ୍ଠାନ ପରିସରରେ କରାଯାଇଥିବା ଏହି ପାର୍କ ସାଧାରଣ ଦର୍ଶକଙ୍କ ପାଇଁ ପ୍ରତି…
Read More...