Browsing Tag

Sports

ଚିକିତ୍ସା ପରେ ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି, ସ୍ବାସ୍ଥ୍ୟାବସ୍ଥା ସ୍ଥିର ବୋଲି ସୂଚନା ଦେଲେ ଡାକ୍ତର

ବିସିସିଆଇର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତାର ଉଡ୍‌ଲ୍ୟାଣ୍ଡ୍‌ ଡାକ୍ତରଖାନାରେ ପ୍ରାଥମିକ ଆଞ୍ଜିଓପ୍ଲାଷ୍ଟି ପରେ ଏବେ ସୁସ୍ଥ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ସାମ୍ବାଦିକ ବୋରିଆ ମଜୁମ୍‌ଦାର୍‌ ଏକ…
Read More...

ଗିରଫ ହେଲେ ସୁରେଶ ରାଇନା

ମହାରାଷ୍ଟ୍ରର ମୁମ୍ବାଇରେ କରୋନା ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁମ୍ବାଇର ଏକ କ୍ଲବରେ କରୋନା କଟକଣା ନ ମାନି ପାର୍ଟି କରୁଥିବା ପ୍ରାୟ ୩୪ ଜଣଙ୍କୁ ଗିରଫ କରାଯାଇଛି।…
Read More...

‘ଏସିଆ ରଗ୍‌ବି ଅନଷ୍ଟପେବଲ୍‌‌ ଅଭିଯାନ’ରେ ଓଡ଼ିଆ ଝିଅ ସୁମିତ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ସୁମିତ୍ରାଙ୍କ ଏହି ସଫଳତା ନେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଏସିଆ ରଗ୍‌ବି ଅନଷ୍ଟପେବଲ୍’ ଅଭିଯାନରେ ଭାରତକୁ ପ୍ରତିନିଧିତ୍ବ କରିବାକୁ ଚୟନିତ ହୋଇଥିବାରୁ ସୁମିତ୍ରା ନାୟକଙ୍କୁ ଅଭିନନ୍ଦନ। ତାଙ୍କର ସଫଳତା କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍…
Read More...

ଆଜିଠୁ ଆଇପିଏଲ୍‌; କରୋନା ଯୋଗୁଁ ଖେଳାଳିଙ୍କ ପାଇଁ ଜାରି ହୋଇଛି କଡ଼ା କଟକଣା

ଆଜିଠୁ ଘରେ ବସି ଫଟାଫଟ୍ କ୍ରିକେଟ୍‌ର ମଜା ନେବେ କ୍ରୀଡ଼ାପ୍ରେମୀ। କାରଣ ଆଜି ବାଜିବ ଆଇପିଏଲ୍ ସିଜିନ୍-୧୩ର ବିଗୁଲ୍। ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍। ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ୍। ଏଥିରେ ମୁହାଁମୁହିଁ ହେବେ…
Read More...

ଜୋକୋଭିକ୍‌ ଅଯୋଗ୍ୟ: ଦେବେ୧ କୋଟି ୮୩ ଲକ୍ଷ ଟଙ୍କା ଜରିମାନା

ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ସପ୍ତମ ଦିନରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି। ସ୍ପେନ୍‌ର ପାବଲୋ କ୍ୟାରିନୋ ବୁସ୍ତାଙ୍କ ବିପକ୍ଷ ଚତୁର୍ଥ ରାଉଣ୍ଡ ମୁକାବିଲା ବେଳେ ପୁରୁଷ ଏକକ ଶୀର୍ଷ ସିଡ୍ ତଥା ବିଶ୍ବର ଏକ ନମ୍ବର ଟେନିସ୍ ତାରକା ନୋଭାକ ଜୋକୋଭିକଙ୍କ…
Read More...

ପ୍ରକାଶ ପାଇଲା ଆଇପିଏଲ-୨୦୨୦ର ମ୍ୟାଚ ତାଲିକା, ଜାଣନ୍ତୁ ପ୍ରଥମ ଦିନ କିଏ ମୁହାଁମୁହିଁ ହେବେ ?

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି | ଆଇପିଏଲର ୧୩ ତମ ସିଜନ ୧୯ ସେପ୍ଟେମ୍ବରରୁ ଆବୁଧାବିରେ ଆରମ୍ଭ ହେବ | ଉଦ୍‌ଘାଟନୀ ମ୍ୟାଚ୍ ଗତ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ…
Read More...

ଜୟନ୍ତୀ ଓ ଦୀପଗ୍ରେସ୍‌ଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର।

ଜୟନ୍ତୀ ଓ ଦୀପଗ୍ରେସ୍‌ଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ପାରା ଆଥଲେଟ ଜୟନ୍ତୀ ବେହେରା, ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ପାଇଲେ ଏହି ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି।  ଉଭୟଙ୍କୁ ମାନପତ୍ର, ଉପଢୌକନ…
Read More...

ଜାତୀୟ କ୍ରୀଡ଼ା ଦିବସରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ମିଳିଲା ଅଜୁର୍ନ ପୁରସ୍କାର

ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଭିନ୍ନ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି। କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ କରାଯାଇଥିଲା। ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି ରାମ…
Read More...

ଦୂତି ଚାନ୍ଦ ପାଇବେ ଅର୍ଜୁନ ପୁରସ୍କାର, ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ

ଓଡ଼ିଆ ଆଥଲେଟ ଦୁତି ଚାନ୍ଦ ଏବର୍ଷର ଅର୍ଜୁନ ପୁରସ୍କାର ପାଇବେ । ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ଲାଗି ମନୋନୀତ କ୍ରୀଡ଼ାବିତଙ୍କ ନାମ ଘୋଷଣା କରାଯାଇଛି ।ଏଥର ୫ ଜଣ କ୍ରୀଡ଼ାବିତ…
Read More...

ଧୋନି ଯୁଗର ଶେଷ, ଅନ୍ତର୍ଜାତୀୟ କ୍ରିକେଟକୁ ମାହିଙ୍କ ଅଲବିଦା

ଶେଷରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନିଙ୍କ ଅବସର ପରେ ଗୋଟିଏ ଯୁଗର ଅବସାନ ଘଟିଛି। ପୂର୍ବରୁ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିବା ଧୋନି ଆଜି ଦିନିକିଆ ଓ ଟି-୨୦ କ୍ରିକେଟକୁ ବାଏବାଏ କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ…
Read More...