ସାଲିଆସାହିରେ କରୋନା ଆତଙ୍କ: କ୍ବାରେଣ୍ଟାଇନ୍ରେ ଭର୍ତ୍ତି ହେଲେ ୪୪ ଜଣ
ଭୁବେଶ୍ବରସ୍ଥିତ ସାଲିଆସାହିରେ ଓ୍ବାର୍ଡ ନମ୍ବର ୧୬ ନମ୍ବରରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ପରେ ଏବେ ସେହି ବସ୍ତିରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ବର୍ତ୍ତମାନ ୪୪ ଜଣ ପ୍ରବାସୀ ଓଡ଼ିଆଙ୍କୁ କ୍ବାରେଣ୍ଟାଇନ୍କୁ ପଠାଯାଇଛି।
ସୂଚନାଯୋଗ୍ୟ, ରବିବାର ଭୁବନେଶ୍ୱରରେ ୨ କରୋନା ଆକ୍ରାନ୍ତ…
Read More...
Read More...