Browsing Tag

Poltical

ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ ବିଜେପି: ବିଜେଡି

ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା,…
Read More...

କରୋନା ମୁକାବିଲା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ନିଅନ୍ତୁ ମୁଖ୍ୟମନ୍ତ୍ରୀ:ବିଜେପି

ଚଳିତ ମାସ ୨୭ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୨୧୫୦ରେ ପହଂଚିଥିବା ସରକାରୀ ଭାବରେ ସ୍ପଷ୍ଟ କରାଯାଇଛି । ଭୁବନେଶ୍ୱର ଭଳି ଜନସଂଖ୍ୟା ବିଶିଷ୍ଟ ସହରରେ ଏତେ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ । କ୍ୱାରେଂଟାଇନ ସେଂଟର ବା ହୋମ୍…
Read More...

ଆତ୍ମବିଶ୍ୱାସ ହରାଇଲେଣି ବିଜେପି ଓ କଂଗ୍ରେସ: ବିଜେଡି

ଓଡିଶା ସରକାର ସଫଳ କରୋନା ମୁକାବିଲା ସହିତ ଯେଭଳି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି ତାହା ଦେଖି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜର ଆତ୍ମବିଶ୍ୱାସ ହରାଇଲେଣି । ସେମାନେ କେବଳ ରାଜ୍ୟ ସରକାରଙ୍କର ଏଭଳି ସଫଳତାକୁ ନୁହେଁ ବରଂ ସାଢେ ଚାରିକୋଟି ଓଡିଶାବାସୀଙ୍କ ତ୍ୟାଗକୁ ଉପହାସ ଲାଗି ଭିତ୍ତିହୀନ…
Read More...

ବିଜେଡି କାର୍ଯ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିଲା ଛାତ୍ର ବିଜେଡି

ଭୁବନେଶ୍ବର, ପରିବେଶ ଧ୍ୱଂସ ପାଇଗଲେ ଜୀବଜଗତ ଅସ୍ତିତ୍ୱହୀନ ହୋଇଯିବ । କରୋନା ମହାମାରୀର ଘଡ଼ିସନ୍ଧି ସମୟରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ‘ବିଶ୍ୱ ପରିବେଶ ଦିବସ’ ପାଳିତ…
Read More...

ଅପରାଜିତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ସମାଜସେବୀ ଯୋଗେଶ ଚନ୍ଦ୍ର ଜେନା ଓ ମଲ୍ଲିକ୍ ସମିମ ଅଖତର ଙ୍କ ଦ୍ଵାରା ଭୁବନେଶ୍ଵର କ୍ୟାପିଟାଲ ଥାନାରେ ଗୁରୁବାର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ନାଁରେ ଏତଲା ଦାଏର ହୋଇଛି । ସାଂସଦ ଅପରାଜିତା ତିନି ତିନି ଥର ସରକାରଙ୍କ କ୍ବାରେଣ୍ଟାଇନ୍ ନିୟମ ଅବମାନନା କରିବା ଅଭିଯୋଗ ହୋଇଛି । ସୂଚନା…
Read More...

ନବୀନଙ୍କୁ ମୋଦି ପ୍ରଶଂସା କରୁଥିବା ବେଳେ ବିଜେପି ନେତୃମଣ୍ଡଳୀଙ୍କ ବୟାନବାଜୀ ଆଦୌ ଗ୍ରହଣୀୟ ନୁହେଁ: ସଞ୍ଜୟ ଦାସବର୍ମା

ବାତ୍ୟା ଅମ୍ପନ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚ ପ୍ରଶଂସା । ମହାବାତ୍ୟା ପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା…
Read More...