Browsing Tag

Politics

ପ୍ରିୟଙ୍କା ଦେଇଥିଲେ ମିଛ ତଥ୍ୟ, ପିଆଇବି କଲା ଖଣ୍ଡନ

ପ୍ରେସ ଇନଫର୍ମେଶନ ବ୍ୟୁରୋ ବା ପିଆଇବି ଫ୍ୟାକ୍ଟ ଚେକ୍ ଦ୍ୱାରା ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ବିଭ୍ରାନ୍ତିକର ବୋଲି ବର୍ଣ୍ଣନା କରାଯାଇଛି | ଯେଉଁଥିରେ ଏକ ଭିଡିଓ ସେୟାର କରାଯାଇଛି ଏବଂ ଘରୋଇ କମ୍ପାନୀର ନାମକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଇଛି | ପିଆଇବି ଫ୍ୟାକ୍ଟ ଚେକ କହିଛି ଯେ ଏହା…
Read More...

କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ ଏକ ଅଭିନବ ଉପାୟରେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରାଯାଇଛି। ଏକ ଶଗଡ଼ ଗାଡ଼ି ଶୋଭାଯାତ୍ରାରେ କର୍ମୀମାନେ ଚନ୍ଦାହଣ୍ଡି ପରିକ୍ରମା କରିବା ସହ ବ୍ଲକ୍ କାର୍ଯ୍ୟାଳୟଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।…
Read More...

ଖୋଲିଲା ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ, ସିଲ୍ କରାଯିବା ବେଆଇନ୍ ବୋଲି କହିଲେ ଭୁବନେଶ୍ବର ଲୋକସଭା ସାଂସଦ

ବିଏମସି ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଛି। ଅଫିସ୍ ସିଲ ଦିନ ବିଏମସି ପକ୍ଷରୁ କୁହାଯାଇଥିଲା କି ୧୫ ଦିନ ଯାଏ ତାଙ୍କ କାର୍ଯ୍ୟାଳୟ ବନ୍ଦ କରାଯାଉଛି, ହେଲେ ସିଲ୍ କରିବାର ୭ ଦିନ ପରେ ଆଜି କାର୍ଯ୍ୟାଳୟର ତାଲା ଖୋଲିଛି…
Read More...

ବାଲେଶ୍ବର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଆସନ୍ତା ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ବର ସଦର ପାଇଁ ମମତା କୁଣ୍ଡୁଙ୍କୁ ଟିକେଟ ଦିଆଯାଇଥିବାବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନାଁ ଘୋଷଣା କରାଯାଇଛି । ଆଜି…
Read More...

ବିଶ୍ୱବିଦ୍ୟାଳୟ ବିଲ୍‌ ଉଚ୍ଛେଦ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଲେଖିଲେ ଚିଠି

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ ଉଚ୍ଛେଦ ଦାବି କରି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି। ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବିଶ୍ୱବିଦ୍ୟାଳୟ ବିଲ୍ ଉଚ୍ଛେଦ…
Read More...

ବିଜୁ ଛାତ୍ର ଜନତା ଦଳର ଭର୍ଚୁଆଲ ବୈଠକ

ବିଜୁ ଛାତ୍ର ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସଦୃଢ ଏବଂ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ସଭାପତିମାନଙ୍କ ସହ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୩୩ଟି ସଂଘଠାନିକ ଜିଲ୍ଲାର ଜିଲ୍ଲାସ୍ତରରୁ…
Read More...

ଏସ୍‌ସିବିରେ କରୋନା ଆକ୍ରାନ୍ତଙ୍କ ଲାଗି ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କରୋନା ଭାଇରସ୍‌ ମହାମାରୀରେ ଆକ୍ରାନ୍ତଙ୍କ ଲାଗି ପ୍ଲାଜମା ଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରେ ପହଂଚି ପ୍ଲାଜମା ଦାନ କରିଥିବା କଥା ନିଜେ ଟୁଇଟ୍…
Read More...

ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ଆସନ୍ତା ନଭେମ୍ବର ୩ରେ ରାଜ୍ୟର ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଲୋହାନି…
Read More...

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଓଡିଶା, ଗୁଜରାଟ, ଝାରଖଣ୍ଡର ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଗୋଟିଏ ଲୋକସଭା ଆସନ ଓ ୫୬ ବିଧାନସଭା ଆସନ ପାଇଁ ନଭେମ୍ବର ୩ ଓ ୭ ତାରିଖରେ ଉପନିର୍ବାଚନ ହେବ । ୫୪ ବିଧାନସଭା ଆସନ ପାଇଁ ୩ ତାରିଖରେ ଭୋଟ ଗ୍ରହଣ ହେବ । ବିହାରର ଗୋଟିଏ…
Read More...

ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନ ଚାଳିତ କରାଯାଉ: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ବ୍ୟବହୃତ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ଚାଳିତ କରିବା ପାଇଁ ପେଟ୍ରୋଲିୟମ ବିଭାଗ ସହ ମିଳିତ ଭାବେ କାମ କରିବାକୁ ପର୍ଯ୍ୟଟନ ବିଭାଗକୁ ଆହ୍ଵାନ କରିଛନ୍ତି…
Read More...