କରୋନା କଟକଣା ନମାନିଲେ ରାଜ୍ୟକୁ ଲକଡାଉନ କରାଯିବ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଘଟିବାରୁ ଏବେ ଚିନ୍ତାରେ ସରକାର। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ଚେତାବନୀ ଦେଇଛନ୍ତିି। କରୋନା କଟକଣା ନମାନିଲେ ରାଜ୍ୟକୁ ଲକଡାଉନ କରାଯିବ ବୋଲି କହିଛନ୍ତି…
Read More...
Read More...