ସଙ୍ଗରୋଧ କେନ୍ଦ୍ରରେ ନାଗ
ବାଲିଅନ୍ତା ଥାନା ଅଧୀନ ପୂରଣପଧାନ ପଞ୍ଚାୟତ ସ୍ଥିତ ମଞ୍ଜରୀ ଦେବୀ ନର୍ସିଂ କଲେଜ ସଙ୍ଗରୋଧ କେନ୍ଦ୍ର ନିକଟ ଶିଡ଼ିଘରୁ ଆଜି ଗୋଟିଏ ସାଢ଼େ ୪ ଫୁଟ ଲମ୍ବର ନାଗ ସାପ ଉଦ୍ଧାର ହୋଇଛି । ଅପରାହ୍ନ ସାଢ଼େ ୪ଟା ବେଳେ ନାଗ ସାପଟିକୁ ଶିିଡ଼ି ତଳେ ଦେଖି ଦାୟିତ୍ବରେ ଥିବା କର୍ମଚାରୀ ଏବଂ କେନ୍ଦ୍ରରେ ଥିବା…
Read More...
Read More...