Browsing Tag

Entertainment

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

କଙ୍ଗନା ରଣାଓ୍ୱତଙ୍କ ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି ଓଡ଼ିଶାର ଜଣେ ଆଇନଜୀବୀ। ତାଙ୍କ ନାମ ମେହେନ୍ଦି ରେଜା। ସୋଶାଲ ମିଡିଆରେ ଯେତେବେଳେ ଲୋକମାନେ ଏହାକୁ ନେଇ ତାଙ୍କୁ କଡ଼ା ପ୍ରତିକ୍ରିୟା ଦେଲେ ସେ ଜବାବରେ କହିଛନ୍ତି ତାଙ୍କ ଫେସବୁକ ଆଇଡି…
Read More...

ବଲିଉଡର ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ହରିଶ ଶାହଙ୍କ ପରଲୋକ

ବଲିଉଡ ପାଇଁ ଅଶୁଭ ସବ୍ୟସ୍ତ ହୋଇଛ ୨୦୨୦ ବର୍ଷ । ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ବଡ଼ ମୁଣ୍ଡ । ବୁଧବାର ଦିନ ବଲିଉଡ଼କୁ ଲାଗିଛି ଆଉ ଏକ ଝଟକା । ୭୬ ବର୍ଷରେ ପ୍ରାଣ ହରାଇଛନ୍ତି ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ହରିଶ ଶାହ। ହରିଶ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲେ।…
Read More...

ଚିରଞ୍ଜୀବୀଙ୍କ ପରଲୋକ

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଦକ୍ଷ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା।ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ…
Read More...

କ୍ୟାମେରାମ୍ୟାନ୍‌ ବୈଦ୍ୟନାଥ ବସାକ୍‌ଙ୍କ ପରଲୋକ

ରାଜ କପୁରଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ବୁଟ୍‌ ପଲିସ୍‌’ର କ୍ୟାମେରାମ୍ୟାନ୍‌ ବୈଦ୍ୟନାଥ ବସାକ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବୟସାଧିକ୍ୟ ରୋଗରେ ପୀଡ଼ିତ ଥି‌ଲେ। ଅର୍ଥାଭାବ ହେତୁ ସେ ଚିକିତ୍ସିତ ହୋଇପାରୁ ନଥିଲେ। ଗତ ଚାରିଦିନ…
Read More...

ପ୍ଲାଟଫର୍ମରେ ମୃତ ମା’କୁ ଡାକିଡାକି ଉଠାଉଥିବା ଶିଶୁକୁ ସାହାଯ୍ୟର ହାତ ବଢ଼ାଇଲେ ଶାହାରୁଖ; କହିଲେ, ‘ମା’କୁ ହରାଇବାର…

କୋଭିଡ-୧୯ ଲକ୍‌ଡାଉନ୍‌ ଯୋଗୁଁ ସମଗ୍ର ଦେଶରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ଲକ୍‌ଡାଉନ୍‌ ଯୋଗୁଁ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏବେ ବିଭିନ୍ନ ରାଜ୍ୟରୁ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ମାତ୍ର ଯାନବାହନ କଟକଣା ଯୋଗୁଁ ଶ୍ରମିକମାନେ ପାଦରେ ଚାଲିଚାଲି ଘରମୁହାଁ…
Read More...

କରୋନା ଭାଇରସ୍‌ ସଙ୍କଟ ସମୟରେ ସକରାତ୍ମକ ଚିନ୍ତାଧାରାକୁ ଜାଗ୍ରତ କରିବା ପାଇଁ ଅମିତାଭ ସେୟାର କଲେ ତାଙ୍କ ବାପାଙ୍କ…

ଭାରତ ସହିତ ପୂରା ଦେଶ କରୋନା ଭାଇରସ୍‌ (କୋଭିଡ-୧୯)ସହିତ ଲଢ଼ୁଛି। ଅନେକ ଲୋକ ନିଜ ସମ୍ପର୍କୀୟଙ୍କୁ ଏହି ଭାଇରସ୍‌ କାରଣରୁ ହରାଇ ଦେଇଥିବା ବେଳେ ପ୍ରତିଦିନ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ବି କରୋନା ଭାଇରସ୍‌ ସଂକ୍ରମଣର ଭୟ…
Read More...

କାମ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହନା ଦେଉଥିବା ଅକ୍ଷୟଙ୍କ ବିଜ୍ଞାପନ ଭିଡିଓ ଜାରି କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ମଙ୍ଗଳବାର ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ସଚେତନତାମୂଳକ ବିଜ୍ଞାପନ ଭିଡିଓକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଭିଡିଓରେ ଅକ୍ଷୟ ଲକ୍‌ଡାଉନ୍‌ ପରେ କିପରି ପୂର୍ଣ୍ଣ ସଚେତନତାର ସହ କାମକୁ ଫେରିବା ଉଚିତ ‌ସେସଂପର୍କରେ କହୁଥିବାର ଶୁଣିବାକୁ…
Read More...

ସୋନୁ ସୁଦ୍‌ଙ୍କୁ ପୂଜାକଲେ ଯୁବକ

ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇ ବାସ୍ତବ ଜୀବନର ନାୟକ ସାଜିଥିବା ସୋନୁ ସୁଦ୍‌ଙ୍କୁ ଜଣେ ଯୁବକ ପୂଜା କରୁଥିବା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା‌ରେ ଲାଗିଛି। ଯୁବକଜଣକ ନିଜ ପୂଜାଘରେ ଅନ୍ୟ ସମସ୍ତ ଭଗବାନଙ୍କ ମୂର୍ତି ସହ ସୋନୁଙ୍କ ଫଟୋ ରଖି ପୂଜା…
Read More...

ଲାଇଭ୍‌ ଭିଡିଓ କରି ବିଷ ପିଇ ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ

ମନୋରଞ୍ଜନ ଜଗତର ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। କନ୍ନଡ ଟେଲି ଅଭିନେତ୍ରୀ ଚନ୍ଦନା ବିଷ ପିଇ ଲାଇଭ୍‌ ଭିଡିଓ କରି ଆତ୍ମହତ୍ୟା କରିବା ଖବର ଟେଲି ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଚନ୍ଦନାଙ୍କ ମୃତ୍ୟୁ ପରେ ତାଙ୍କ ବୟଫ୍ରେଣ୍ଡ  ଦିନେଶଙ୍କ ଉପରେ ବିଭିନ୍ନ ପ୍ରକାର ଅଭିଯୋଗ ଲାଗିଥିଲା…
Read More...

ସ୍ୱର୍ଗତଃ ସଂଗୀତକାର ୱାଜିଦ୍‌ ଖାନଙ୍କ ମା’ କରୋନା ସଂକ୍ରମିତ

ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତକାର ୱାଜିଦ୍‌ ଖାନଙ୍କର ଗତ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ପରେ ବଲିଉଡ୍‌ ଶୋକରେ ବୁଡିଯାଇଛି। ଏସବୁ ଭିତରେ ଓ୍ଵାଜିଦ୍‌ ଖାନ୍‌ଙ୍କ ମା’ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି।…
Read More...