Browsing Tag

District

ସୁନା ଚୋରି ମାମଲାରେ ଜଣେ ଗିରଫ, ଚୋରି ସୁନା ଜବତ

ସୋରଡ଼ା ଥାନା ଅଧିନ ମଠାଖାଲ ଗ୍ରାମରେ ଏକ ଚୋରି ମାମଲାର ତଦନ୍ତ କରି ପୁଲିସ୍ ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ ଚୋରି ସୁନା ଜବତ କରିଛି। ମଠାଖାଲ ଗ୍ରାମର ସୋମନାଥ ସେଠୀଙ୍କ ଘରୁ ଚୋରି ହୋଇଥିବା ନେଇ ସୋମନାଥଙ୍କ ପତ୍ନୀ ଲିଲିମା ସେଠୀ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ…
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୮ ଗିରଫ, ୪୫ ହଜାର ଟଙ୍କା ଜବତ

ଗଂଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ପାଣ୍ଡିଆପଥର ପଂଚାୟତର ସୁନାପଲ୍ଲୀ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ ପରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ୮ ଜୁଆଡିଙ୍କ ନିକଟରୁ ୪୫ହଜ଼ାର ଟଙ୍କା, ୮ଟି ମୋବାଇଲ ଓ ୪ ଟି ବାଇକ ଜବତ…
Read More...

ସାମାଜିକ ଦୂରତାକୁ ଫୁ: ଫୁଟବଲ ମ୍ୟାଚ୍ ଦେଖିବାକୁ ବିନା ମାସ୍କରେ ଏକାଠି ହେଲେ ଶହ ଶହ ଲୋକ

କରୋନାରେ ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ କେମିତି ଏହାର ମୁକାବିଲା ହୋଇପାରିବ ସେ ନେଇ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ସରକାର । କିନ୍ତୁ ଏଭଳି ପରିସ୍ଥିତିରେ ଲୋକେ କିଛି ବୁଝିବାକୁ ନାରାଜ । ଆଉ ଏହି ସଙ୍କଟାପର୍ଣ୍ଣ ପରିସ୍ଥିତିରେ ଲୋକଙ୍କ ଭିଡ଼ ଉପରେ କଟକଣା ଲାଗିଛି କିନ୍ତୁ…
Read More...

ଜୁଆ ଆଡ୍ଡାରେ ଚଢାଉ : ୧୦ ଗିରଫ, ଟଙ୍କା ଓ ବାଇକ୍ ଜବତ

ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଜୁଆ ଖେଳ ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି । ହିଞ୍ଜିଳି ଥାନା ଆଡ଼ପଡ଼ା ଗ୍ରାମ ଶ୍ମଶାନ ମଣ୍ଡପରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢାଉ କରିଛି । ବୁଧବାର ସନ୍ଧ୍ୟାରେ ଚଢାଉ କରି ପୋଲିସ ୧୦ଜଣ…
Read More...

ଦୁଷ୍କର୍ମ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କା ମାଗୁଛି ପୁଲିସ!

୫୦ ହଜାର ଟଙ୍କା ଦେଲେ ଚାର୍ଜସିଟ୍‌ ଷ୍ଟ୍ରଙ୍ଗ କରିବୁ ଓ ସାକ୍ଷୀପ୍ରମାଣ ଯୋଗାଡ଼ କରିବୁ! ପୁଲିସ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ଦୁଷ୍କର୍ମ ପୀଡ଼ିତା। ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ଆଇଆଇସି ଯଦି ଲାଞ୍ଚ ମାଗିବେ, ତାହାହେଲେ ନ୍ୟାୟ କେମିତି ପାଇବି ବୋଲି ପୀଡ଼ିତା କହିଛନ୍ତି। ତେଣୁ…
Read More...

କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ

କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କର ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। କେନ୍ଦ୍ରାପଡା ସରକାରୀ ବାସଭାବନରେ ଥିବା ବେଳେ  ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ…
Read More...

ଭୋଜି ଖାଇ ୩୫ରୁ ଊର୍ଦ୍ଧ୍ୱ ଅସୁସ୍ଥ

ଭୋଜି ଖାଇ ୩୫ରୁ ଊର୍ଦ୍ଧ୍ୱ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି ।  ଏପରି  ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ତୋଟାପଡ଼ା  ଗ୍ରାମରେ । ତୋଟାପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା ।  ଏହି ଭୋଜି ଖାଇ ୩୫ରୁ ଅଧିକ ଲୋକଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ସେମାନଙ୍କ…
Read More...

ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟଜଗତଠାରୁ ବିଛିନ୍ନ

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟଜଗତଠାରୁ ବିଛିନ୍ନ ହୋଇ ପଡ଼ିଥିବା ଜଣାଯାଇଛି। ଏହି ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ଯାତାୟତ ଠପ୍ ହୋଇଥିବା ଜଣାଯାଇଛି। ଜୟପୁରରୁ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପାଙ୍ଗମ ବ୍ରିଜ୍ ଉପରେ ୩ ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଛି।…
Read More...

ଚାନ୍ଦବାଲିରୁ ଧରାଗଲା ବିରଳ ସ୍ୱର୍ଣ୍ଣ କଇଁଛ

ଭଦ୍ରକ ଜିଲ୍ଲାର ଚାନ୍ଦବାଲିରୁ ଧରାଗଲା ବିରଳ ସ୍ୱର୍ଣ୍ଣ କଇଁଛ । ଜଣେ ଚାଷୀ ନିଜ ବିଲରେ ହଳ କରୁଥିବା ବେଳେ ଏହି ବିରାଟ କଇଁଛକୁ ଦେଖି ପ୍ରଥମେ ଡ଼ରିଯାଇଥିବା ବେଳେ ପରେ ତାଙ୍କୁ ଧରି ନିଜ ଘରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ବ୍ୟକ୍ତି ଜଣଙ୍କ ନିଜ ଗୋତ୍ର ଦେବ ହୋଇଥିବାରୁ ଘରକୁ ଆଣି ପୂଜା…
Read More...

ନାଳରେ ଭାସିଗଲା ୬ ବର୍ଷର ଶିଶୁପୁତ୍ର

ଯାଜପୁର ଜିଲ୍ଲାର ଆଜି ଦୁଇଟି ଅଘଟଣ ଘଟିଛି।  ପ୍ରଥମ ଘଟଣା ଧର୍ମଶାଳା ଥାନା ଅଂଚଳରେ ଏବଂ ଅନ୍ୟଟି ମଙ୍ଗଳପୁର ଅଧିନରେ ଘଟିଥିବା ଜଣାପଡ଼ିଛି। ୬ ବର୍ଷର ଶିଶୁପୁତ୍ର ସତ୍ୟପ୍ରକାଶ ସାହୁ ନାଳରେ ବୁଡ଼ିଯାଇ ନିଖୋଜ ଥିବା ବେଳେ ୧୫ ବର୍ଷର ବାଳିକା ନିହାରିକା ଜେନା କୂଅରେ ପଡ଼ି ମୃତ୍ୟୁ ହୋଇଛି।…
Read More...