Browsing Tag

Crime

ପାରିବାରିକ କଳହରୁ ହତ୍ୟା , ସ୍ତ୍ରୀକୁ ମାରି ସ୍ୱାମୀ ଅଟକ

ପାରିବାରିକ କଳହକୁ ନେଇ ହତ୍ୟା । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଅଟକ । ମୃତକଙ୍କ ନାମ ଚିତ ମୁର୍ମୁ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଲକ୍ଷ୍ମଣଛତ୍ର ଗାଁରେ ଘଟିଛି ଏଭଳି ଅଭାବାନୀୟ ଘଟଣା । ଖବର ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ ନାଗାଇ ହେମ୍ବ୍ରମ ଦୁଇ ବର୍ଷ ତଳେ…
Read More...

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିସନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡିଙ୍କ ପ୍ରତିନିଧି

ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମହିଳା କମିସନରେ ହାଜର ହେଲେ ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି । ନିଜ ଓକିଲଙ୍କ ସହିତ ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି ମହିଳା କମିସନରେ ହାଜର ହୋଇଛନ୍ତି । ମହିଳା କମିସନଙ୍କ ପକ୍ଷରୁ ମାମଲା ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା ।…
Read More...

ଦୁଇ ଶହ ଟଙ୍କା ପାଇଁ ଭାଇକୁ ହତ୍ୟା

ଦୁଇ ଶହ ଟଙ୍କା ପାଇଁ ନିଜ ଦାଦା ପୁଅକୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଚମ୍ପେଇତପୁର ଗାଁରେ।ମୃତ ଯୁବକଜଣଙ୍କ ହେଲେ ବାବୁଲା ଗୌଡ। ପୁଲିସ ଅଭିଯୁକ୍ତ ନୃସିଂହ ଗୌଡଙ୍କୁ ଗତକାଲି ଗିରଫ କରିଛି।ସୂଚନା ଅନୁସାରେ,  ମାତ୍ର ଦୁଇ…
Read More...

ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କଟାଖଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଆଶିଷ ନାୟକ। ଅଭିଯୁକ୍ତ ତନୁ ନାୟକ ଫେରାର ହୋଇଯାଇଛି।ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ ଆଶିଷ ଓ ତନୁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା…
Read More...

ସମ୍ପତ୍ତି ପାଇଁ ବଡ଼ ଭାଇକୁ ହାଣିଲା ସାନ ଭାଇ

ସମ୍ପତ୍ତି ପାଇଁ ବଡ଼ ଭାଇକୁ ହାଣି ହତ୍ୟା କଲା ସାନ ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କାସନ୍ଧା ପଞ୍ଚାୟତର ଗଉଡ଼ିଆପଡା ଗାଁରେ। ମୃତ ବ୍ୟକ୍ତିଜଣଙ୍କ ହେଲେ ଅଶୋକ ପରିଡା। ପୁଲିସ ଏହି ଘଟଣାରେ ସାନ ଭାଇ ପ୍ରକାଶ ପରିଡାଙ୍କୁ ଗିରଫ କରିଛି। ବୁଦ୍ଧ…
Read More...

ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା; ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠିତ

ଭୁବନେଶ୍ୱରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଖୋଳତାଡ଼ ଆରମ୍ଭ କରିଛିକମିଶନରେଟ୍ ପୁଲିସ୍‌ । ଏ ସଂପର୍କରେ ଗତ ଅଗଷ୍ଟ ୩୦ ତାରିଖରେ ମହିଳାଜଣକ ଥାନାରେ ଅଭିଯୋଗ କରିଥିଲେ ।ଗତ ମାର୍ଚ୍ଚ ଓ ଏପ୍ରିଲରେ ତାଙ୍କ ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇଥିବାମହିଳାଜଣଙ୍କ ଲିଖିତ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ବର୍ଷର ଶିଶୁକୁ ହତ୍ୟା, ୨ ହତ୍ୟାକାରୀ ଗିରଫ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ବର୍ଷର ନିଷ୍ପାପ ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁ ପୁତ୍ରର ନାମ ସୁରଜ ଖରା। ଶିଶୁ ହତ୍ୟା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ…
Read More...

ସମ୍ପତ୍ତି ପାଇଁ ବାପା ଓ ବଡ଼ ଭାଇର ବେକ କାଟିଦେଲା ସାନ ପୁଅ

ସମ୍ପତ୍ତି ପାଇଁ ବାପା ଓ ବଡ଼ ଭାଇର ଗଳା କାଟିଦେଲା ଜଣେ ଯୁବକ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସିର ଗଣେଶ ବଜାରରେ।ଗୁରୁତର ଅବସ୍ଥାରେ ହରିହର ସାହୁ ଓ ତାଙ୍କ ପୁଅ ଲକ୍ଷ୍ମୀଧର ସାହୁଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ସାନ ଭାଇ ସନ୍ତୋଷ ସାହୁ ଫେରାର…
Read More...

ବୀରମିତ୍ରପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା: ଗୃହରକ୍ଷୀ ଗିରଫ

ସୁନ୍ଦରଗଡ ଜିଲ୍ଳା ବୀରମିତ୍ରପୁର ଅଂଚଳରେ ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଟିଆଇ ପରେଡ୍‌ରେ ଚିହ୍ନଟ ବୀରମିତ୍ରପୁର ଥାନା ଡ୍ରାଇଭର ଗୃହରକ୍ଷୀ ଗୁରୁଚରଣ ଫରିକାରକୁ କ୍ରାଇମବ୍ରାଞ୍ଜ ଟିମ୍‌ ଗିରଫ କରି କୋର୍ଟ…
Read More...

ଦିଅର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ଭାଉଜ

ଦିଅର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ଭାଉଜ। ଏପରି ଏକ ଘଟଣା ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅସୁରବନ୍ଧ ଗାଁରେ ଘଟିଛି । ମୃତା ମହିଳା ହେଲେ ଅଭିମନ୍ୟୁ ମଲ୍ଲିକଙ୍କ ସ୍ତ୍ରୀ ଲିଲି ମଲ୍ଲିକ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟାରେ ଅଭିମନ୍ୟୁ ଖାଇ ସାରି ନିଜ ବିଲକୁ…
Read More...