ରାଉରକେଲା କଣ୍ଟେନେଣ୍ଟ ଜୋନରେ ପଥର ମାଡ଼
(ପିଓ ବ୍ୟୁରୋ) ରାଉରକେଲାସ୍ଥିତ ନାଲାରୋଡ଼ କଣ୍ଟେନମେଣ୍ଟ ଅଞ୍ଚଳର ମହତାବ ରୋଡ଼ରେ ସୋମବାର ଉତ୍ତେଜନା ଦେଖାଦେଇଛି। ଦୁର୍ବୃତ୍ତମାନେ ପୁଲିସକୁ ପଥର ମାଡ କରିବାସହ ବ୍ୟାରିକେଡ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଏସପି ଘଟଣାସ୍ଥାଳରେ ପହଞ୍ଚି …
Read More...
Read More...