Browsing Tag

City

ଇଂଜିନିୟର୍‌ ଗିରଫ, ରୋଜଗାରଠାରୁ ୨୪୧%ରୁ ଅଧିକ ସଂପତ୍ତି

ଭିଜିଲାନ୍‌ସ ଜାଲରେ ଫସିଯାଇଛନ୍ତି କୋଟିପତି ଇଂଜିନିୟର୍‌ ରବୀନ୍ଦ୍ର ନାଥ ପ୍ରଧାନ। ଭିଜିଲାନ୍‌ସର ଅଧିକାରୀମାନେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ଗିରଫ କରିଛନ୍ତି। ରବୀନ୍ଦ୍ର ନାଥ ନିଜର ଆୟ ତୁଳନାରେ ୨୪୧ ପ୍ରତିଶତରୁ ଅଧିକ ସଂପତ୍ତି ଠୁଳ କରିଥିବା…
Read More...

ଖୋର୍ଦ୍ଧାରେ ୪୬ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ୧୯୮୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୫୬ ଓ ସ୍ଥାନୀୟ ଅଞ୍ଚଳରୁ ୮୨୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୦ହଜାର ୩୪୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍…
Read More...

ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ଗିରଫ

କମିସନରେଟ ପୁଲିସ୍ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଜଣେ ଲୋକ ନିଜର ଘର ତିଆରି କରୁଥିବା ବେଳେ ତାଙ୍କୁ ମାସିକ୨୦ ହଜାର ଟଙ୍କାର ଦାଦାବଟି ମାଗୁଥିଲେ ରାଜା। ଏକାଧିକ ବାର ଦାଦାବଟି ଦେବା ପରେ ଉକ୍ତ ବ୍ୟକ୍ତି ଅତିଷ୍ଠ ହୋଇ କ୍ୟାପିଟାଲ୍ ଥାନାରେ ଅଭିଯୋଗ…
Read More...

ଭୁବନେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ: ଲୁଟେରାଠାରୁ ଜବତ ହେଲା ଏହି ସବୁ ଜିନିଷ

ଭୁବନେଶ୍ୱରରେ ଦିନକୁ ଦିନ ମାତୁଛନ୍ତି ଲୁଟେରା । କେତେବେଳେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତ ଆଉ କେତେବେଳେ କିଏ ମାରପିଟ୍ କରି ଲୁଟ୍ କରୁଛନ୍ତି । ନିକଟରେ ଭୁବନେଶ୍ୱର ସ୍ଥିତ ବରିମୁଣ୍ଡ ବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ତେବେ ଆଜି ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ଶେଷରେ…
Read More...

ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନରୁ ୬୨ ଓ ଲୋକାଲ କଣ୍ଟାକ୍ଟ କେସ ୨୫୭ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୫୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ବଡ଼ଗଡ଼ରୁ ୫, ବରମୁଣ୍ଡାରୁ ୫,…
Read More...

ଭୁବନେଶ୍ୱରରୁ ୩୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୩୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୭୦ ଓ ଲୋକାଲ କଣ୍ଟାକ୍ଟ କେସ ୨୫୬ ରହିଛି। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୯୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସପ୍ତମ ବାଟାଲିୟନ୍‌ରୁ ୩,…
Read More...

ଭୁବନେଶ୍ୱରରୁ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୧୨୦ ଓ ଲୋକାଲ କଣ୍ଟାକ୍ଟ କେସ ୨୨୯ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଚାର୍ଯ୍ୟବିହାରରୁ ୩,…
Read More...

ରାଜଧାନୀରୁ ଆଉ ୩୦୬ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୫୦୬

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୦୬ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୯୮ରେ ପହଞ୍ଚିଛି । ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୨୩ ଜଣ ରହିଥିବା ବେଳେ ୧୮୩ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୫୦୬ ଜଣ ଆରୋଗ୍ୟ ଲାଭ…
Read More...

ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳି କଲେ ପୂର୍ବତନ ସେନା କର୍ମଚାରୀ

ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଏକ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀଙ୍କୁ ଜଣେ ପୂର୍ବତନ ସେନା କର୍ମଚାରୀ ଗୁଳି କରିଥିବା ଅଭିଯୋଗ ହୋଇଛି। ଆହତ ବ୍ୟକ୍ତିଙ୍କ ନାଁ କୁଞ୍ଜବିହାରୀ ବେହେରା। ତାଙ୍କ ହାତରେ ଗୁଳି ବାଜିଛି। ତାଙ୍କୁ ଡାକ୍ତରଖାନାରେ…
Read More...

ଭୁବନେଶ୍ୱରରୁ ୪୮୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୭୮ ଲୋକାଲ୍‌ କେସ

ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୮୩ କରୋନା ଆକ୍ରାନ୍ତ ଚିହ୍ନଟ। ସେଥିରୁ ୨୦୫ କ୍ୱାରେଣ୍ଟାଇନ୍‌ରୁ ଓ ୨୭୮ ଜଣ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୫୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୟୁନିଟ୍-୯ ଇଡ୍‌କୋ କଲୋନୀରୁ ୭, ସହିଦ…
Read More...