ଭୁବନେଶ୍ୱରରୁ ୩୩୨ କରୋନା ପଜିଟିଭ୍ ଚିହ୍ନଟ
ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ୭ମ ବାଟାଲିଅନ୍ରୁ ୧୩ ଜଣ ଓ ଝାରପଡ଼ା ଜଗନ୍ନାଥ ନଗରରୁ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ୱରରୁ ମୋଟ୍ ଆଜି ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୭୩ ଜଣ ଓ ସ୍ଥାନୀୟ ଅଂଚଳରୁ ୧୫୯ ଜଣ ଅଛନ୍ତି।…
Read More...
Read More...