୫ ରାଜ୍ୟକୁ ଅଧିକ ଋଣ ଅନୁମତି, ସଂସ୍କାର କାର୍ଯ୍ୟକାରୀ କରିବାରୁ ମିଳିଛି ସୁଯୋଗ
ଦେଶର ୫ଟି ରାଜ୍ୟକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ୧୬,୭୨୮ କୋଟି ଟଙ୍କା ଅତିରିକ୍ତ ଋଣ କରିବା ଲାଗି ଅନୁମତି ପ୍ରଦାନ କରିଛି। ସେହି ରାଜ୍ୟଗୁଡ଼ିକ ହେଲେ ତାମିଲନାଡ଼ୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ। ଅନୁକୂଳ ବ୍ୟବସାୟିକ ବାତାବରଣ ପାଇଁ ଉଦ୍ଦିଷ୍ଟ ସଂସ୍କାର…
Read More...
Read More...