ଢେଙ୍କାନାଳ ବିଧାୟକଙ୍କୁ କରୋନା

0

ଢେଙ୍କାନାଳ ବିଧାୟକ ସୁଧୀର ସାମଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଟ୍ୱିଟ୍ କରି ଏ ସଂପର୍କରେ ଜଣାଇଛନ୍ତି। ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ନେଇ ଆଜି ଜଣାଇଥିଲେ। ସେ ବି ଟ୍ୱିଟ୍ କରି ଏ ସଂପର୍କରେ ଜଣାଇଥିଲେ। ତାଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Leave A Reply

Your email address will not be published.