ବନ୍ଦ ହେଲା ଶିଳ୍ପାଙ୍କ ସୁଟିଂ

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ନେଇ ଚାରିଆଡେ ସମାଲୋଚନା । ସେ ଏବେ ୨୩ ତାରିଖ ଯାଏଁ ପୋଲିସ ହେପାଜତରେ ରହିବେ । ଏହି ପରିସ୍ଥିତିରେ ସେ କେମିତି ସୁଟିଂ ପାଇଁ ଯିବେ । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୁପର ଡାନ୍ସର-୪ର ସୁଟିଂ ବନ୍ଦ କରିଦେଇଛନ୍ତି । ଡାନ୍ସ ରିଆଲିଟି ସୋ ସୁପର ଡାନ୍ସର-୪ର ଜଣେ ଜଜ୍‌ ହେଉଛନ୍ତି ଶିଳ୍ପା । ତେବେ ଆଜି ସ୍ୱାମୀଙ୍କ ପାଇଁ ସୁଟିଂକୁ ଯାଇପାରିନଥିଲେ । ଶିଳ୍ପାଙ୍କ ବିନା ରିଆଲିଟି ସୋର ସୁଟିଂ ହୋଇଛି ଏବଂ ଆସନ୍ତା ଏପିସୋଡରେ ଶିଳ୍ପାଙ୍କୁ ଦେଖିପାରିବେନି ଦର୍ଶକ ।

Leave A Reply

Your email address will not be published.