ସିଦ୍ଧୁଙ୍କ ଉପରେ ୮.୫ ଲକ୍ଷର ବିଦ୍ୟୁତ ବିଲ ବାକି

0

ଚଣ୍ଡିଗଡ଼: ରାଜ୍ୟରେ ବିଦ୍ୟୁତ ଶକ୍ତିର ଅଭାବକୁ ନେଇ ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବାବେଳେ ଖୋଦ ସିଦ୍ଧୁଙ୍କ ଉପରେ ବିଦ୍ୟୁତ ବିଲ ବାବଦକୁ ୮ ଲକ୍ଷରୁ ଊଦ୍ଧ୍ୱ ଟଙ୍କା ବାକି ପଡିଥିବା ଜଣାପଡିଛି । ସିଦ୍ଧୁଙ୍କ ଅମୃତସରସ୍ଥିତ ବାସଭବନରେ ବିଦ୍ୟୁତ ବିଲ ବାବଦରେ ୮, ୬୭,୫୪୦ ଟଙ୍କା ବକେୟା ପଡିିଛି ବୋଲି ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.

sixteen − 15 =