ବରଯାତ୍ରୀ ହେଲା ଶେଷଯାତ୍ରା

0

ସିମଲା (ରିପୋଟର୍ସ ପେନ୍‌): ହିମାଚଳ ପ୍ରଦେଶର ସିରମୋର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୧୦ ଜଣ ବରଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସିଲାଇ ସବ-ଡିଭିଜନର ମାଜିଷ୍ଟ୍ରେଟ ସୁରେଶ ସିଙ୍ଘା କହିଛନ୍ତି ଯେ ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଭାରସାମ୍ୟ ହରାଇ ପିକଅପ୍‌ଟି ପାହାଡ ତଳ ଖାଇକୁ ଖସିପଡିଥିଲା । ବୋଲେରୋରେ ମୋଟ ୧୨ଜଣ ଲୋକ ଥିଲେ ।

Leave A Reply

Your email address will not be published.

nine − eight =