ପୁରୀ ଶ୍ରୀମନ୍ଦିର ଦ୍ୱାରରେ ଥିବା କବାଟରେ ରୁପା ଛାଉଣି ହେବ। ଶ୍ରୀମନ୍ଦିରର ୩ଟି ମୁଖ୍ୟ ଦ୍ୱାର କବାଟରେ ଛାଉଣି ହେବ ରୁପା।ବେହରଣ, ଜୟବିଜୟ ଏବଂ କଳାହାଟ ଦ୍ୱାରରେ ଲାଗିବ ରୁପା। କବାଟରେ ଛାଉଣି ପାଇଁ ଜଣେ ଦାତା ରୁପା ଦେଇଥିବା ସୂଚନା ମିଳିଛି । କବାଟରେ ରୁପା ଛାଉଣି ପାଇଁ ଡିଜାଇନ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।
ଆହୁରି ପଢନ୍ତୁ