ଦଶହରାରେ ବର୍ଷାରେ ଭିଜିବ ଓଡିଶା

0

 ଭୁବନେଶ୍ୱର: ଦଶହରାରେ ବର୍ଷାରେ ଭିଜିବ ଓଡିଶା । ଅକ୍ଟୋବର 10 ଆଡକୁ ଓଡିଶାକୁ ଆସୁଛି ଆଉ ଏକ ଲଘୁଚାପ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା 8 ରୁ 9 ତାରିଖ ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ପରେ ଏହା ଘନୀଭୁତ ହୋଇ 4 ରୁ 5 ଦିନ ଅର୍ଥାତ 15 ତାରିଖ ଆଡକୁ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବ । ତେବେ ଏହାର ପ୍ରଭାବ ଓଡିଶା ଉପରେ କିଭଳି ରହିବ ତାହା ଆଗକୁ ଜଣାପଡିବ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବାତ୍ୟା ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ଏହା ଉପରେ ମନିଟରିଂ କରାଯାଉଥିବା ସେ କହିଛନ୍ତି ।

Leave A Reply

Your email address will not be published.

3 × three =