୧୩ ଅକ୍ଟୋବରରେ ରିଲିଜ୍ ହେବ ଏହି ଫିଲ୍ମ

0

ମୁମ୍ବାଇ: ନିର୍ଦ୍ଦେଶକ ଏସ୍ ଏସ୍‌ ରାଜା ମୌଲିଙ୍କ ବିଗ୍‌ ବଜେଟ୍‌ ତଥା ବହୁ ପ୍ରତିକ୍ଷୀତ ମୁଭି ଆରଆରଆରର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ଏହି ପିରିୟଡ୍ ଡ୍ରାମା ମୁଖ୍ୟ ଭୂମିକାରେ ଜୁନିୟର୍‌ ଏନ୍‌ଟିଆର୍‌, ରାମ ଚରଣ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ୍ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ହିଟ୍‌ ମୁଭି ‘ବାହୁବଲୀ’ର ବଡ଼ ସଫଳତା ପରେ ରାଜାମୌଲିଙ୍କର ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଲାଗିରହିଛି।
ସିନେମା ଟି ୧୩ ଅକ୍ଟୋବର ରେ ରିଲିଜ୍ ହେବ ।

Leave A Reply

Your email address will not be published.

2 × 1 =