୩୯ ବର୍ଷରେ ପାଦ ଦେଲେ ପ୍ରିୟଙ୍କ

0

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆଜି ୩୯ ବର୍ଷରେ ପାଦ ଥାପିଛନ୍ତି । ସେ କେବଳ ବଲିଉଡରେ ନୁହେଁ ହଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି । ୨୦୦୦ ମସିହାରେ ମିସ ୱାର୍ଲଡର ମୁକୁଟ ପିନ୍ଧିଥିଲେ । ଏହାସହ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ ବି କରାଯାଇଛି । ସେ ତାଙ୍କ ଜୀବନରେ ଅନେକ ଫ୍ଲପ୍‌ ସହ ହିଟ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ବହୁ ସଂଘର୍ଷ ପରେ ସେ ଶିଖରକୁ ପହଞ୍ଚିଛନ୍ତି । ପ୍ରିୟଙ୍କା ଚୋପ୍ରା ୨୦୦୨ରେ ତାମିଲ ଫିଲ୍ମ ଦ୍ୱାରା ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପର ଠାରୁ ପ୍ରିୟଙ୍କ କେବେ ପଛକୁ ଫେରି ଦେଖିନାହାନ୍ତି ।

Leave A Reply

Your email address will not be published.

twenty + 4 =