ଆସନ୍ତା ୧୦ ବର୍ଷ ଭିତରେ ପ୍ରିୟଙ୍କା ଚୋପ୍ରା ନିକ ଙ୍କୁ ଦେବେ ଛାଡ଼ପତ୍ର

0

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଗାୟକ ନିକ ଜୋନାସଙ୍କ ସହିତ ତାଙ୍କର ବିବାହକୁ ନେଇ ଅଭିନେତା ଚଳଚ୍ଚିତ୍ର ସମାଲୋଚକ ତଥା ସାମାଜିକ ସମୀକ୍ଷକ କମଲ ଆର ଖାନ ପୁଣିଥରେ ବିବାଦ ସୃଷ୍ଟି କରିଛନ୍ତି।

କେଆର୍‌କେ ଦାବି କରିଛନ୍ତି ଯେ, ଆସନ୍ତା ୧୦ ବର୍ଷ ମଧ୍ୟରେ ପ୍ରିୟଙ୍କା ଏବଂ ନିକ୍‌ଙ୍କ ବିବାହ ବିଚ୍ଛେଦ ହେବ। କମଲ୍‌ ଟୁଇଟ୍ କରି କହିଛନ୍ତି ଯେ, “ନିକ ଜୋନାସ୍ ଆସନ୍ତା ୧୦ ବର୍ଷ ମଧ୍ୟରେ # ପ୍ରିୟଙ୍କା ଚୋପ୍ରାଙ୍କୁ ଛାଡପତ୍ର ଦେବେ।

ପ୍ରିୟଙ୍କା ଏବଂ ନିକଙ୍କ ସମ୍ପର୍କ ଉପରେ ତାଙ୍କର ଭିତ୍ତିହୀନ ତଥା କ୍ଷତିକାରକ ଘୋଷଣାନାମା ତାଙ୍କ ବିଚିତ୍ର ମନ୍ତବ୍ୟ ଲାଗି ତାଙ୍କ ଅନେକ ସମାଲୋଚନା କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।

Leave A Reply

Your email address will not be published.

14 − 7 =