ପୁଣି ବଢିଲା ପେଟ୍ରୋଲ ମୂଲ୍ୟ

0

ନୂଆଦିଲ୍ଲୀ : ମହଙ୍ଗା ମାଡ଼ରୁ ମୁକ୍ତି ମିଳୁନି । ଆଜି ପୁଣି ପେଟ୍ରୋଲ୍‌ ଦର ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି ପେଟ୍ରୋଲ୍‌ । ଆଜିର ଦରବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ୍‌ ଦାମ୍‌ ଲିଟର ପିଛା ୯୯ ଟଙ୍କା ୧୬ ପଇସା ହୋଇଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଏବେ ଦିଲ୍ଲୀରେ ଡିଜେଲ୍‌ ଲିଟର ପିଛା ୮୯ ଟଙ୍କା ୧୮ ପଇସାରେ ବିକ୍ରି ହେଉଛି ।

Leave A Reply

Your email address will not be published.

sixteen + ten =