ଶାବନା ଆଜମୀ ଅନ୍‌ଲାଇନ ଠକାମିର ଶିକାର ହେଲେ

0

ବଲିଉଡ୍‌ ଅଭିନେତ୍ରୀ ଶାବନା ଆଜ୍‌ମୀ ଏକ ଅନଲାଇନ ମଦ ଯୋଗାଣକାରୀ କମ୍ପାନୀ ଦ୍ୱାରା ଠକାମିର ଶିକାର ହୋଇଥିବା ଜଣାପଡିଛି । ଶାବନା ଲିଭିଂ ଲିକ୍ୱିଡ ନାମକ ଏହି କମ୍ପାନୀକୁ ଆଗୁଆ ଟଙ୍କା ପୈଠକରି ମଦ ମଗାଇଥିଲେ । ତେବେ କମ୍ପାନୀ ତାଙ୍କୁ ଠକିଛି ବୋଲି ଶାବନା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି । କମ୍ପାନୀକୁ ଫୋନ କଲେ କେହି ଉଠାଉନଥିବା ସେ କହିଛନ୍ତି ।

Leave A Reply

Your email address will not be published.

eleven − two =