ମହଙ୍ଗା ହେଲା ଅମୁଲ କ୍ଷୀର

0

କ୍ଷୀର କମ୍ପାନୀ ତରଫରୁ ଜନତାଙ୍କୁ ଆଉ ଏକ ଝଟକା ଲାଗିଛି । ଅମୁଲ କମ୍ପାନୀ କ୍ଷୀର ଦାମ ବୃଦ୍ଧି କରିଛି । ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି । ଏହି ନୂଆ ଦାମ ୧ ତାରିଖରୁ ଲାଗୁ ହେବ । ପେଟ୍ରୋଲ-ଡିଜେଲ, ଖାଇବା ତେଲ, ଡାଲି ଇତ୍ୟାଦି ସାମଗ୍ରୀର ଦରଦାମ ବୃଦ୍ଧି ହୋଇଛି ।
ସୂଚନା ଅନୁଯାୟୀ, ନୂଆ ଦର ଦିଲ୍ଲୀ, ଗୁଜରାଟ, ପଞ୍ଜାବ ସମେତ ରାଜ୍ୟରେ ଲାଗୁ ହେବ । କମ୍ପାନୀ ନିଜର ସବୁ ବ୍ରାଣ୍ଡରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ନୂଆ ଦାମ ଅନୁଯାୟୀ ବର୍ତ୍ତମାନ ଅମୁଲ କ୍ଷୀର ୫୮ ଟଙ୍କାରେ ମିଳିବ ।

Leave A Reply

Your email address will not be published.

19 + 18 =