ଯାତ୍ରା ଅଭିନେତା ଭିକୁ ସେଠ୍ ଓରଫ ମହେନ୍ଦ୍ର ଦାସଙ୍କ ପରଲୋକ ରାଜ୍ୟ 0 Share ଯାତ୍ରା କଳାକାର ଭିକୁ ସେଠ୍ ଓରଫ୍ ମହେନ୍ଦ୍ର ଦାସଙ୍କ ପରଲୋକ। ମାତ୍ର ୫୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଛାତିରେ ଯନ୍ତ୍ରଣା ପରେ ଚୌଦ୍ୱାରରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି। ମହେନ୍ଦ୍ର ଦାସଙ୍କ ସଂପର୍କୀୟା ଏନେଇ ଦେଇଛନ୍ତି ସୂଚନା। ‘ଶାଗୁଣା ବସିଛି ଡେଣା ମେଲାଇ’ ଜରିଆରେ ଭିକୁ ସେଠ୍ ନାଁରେ ସେ ଓଡ଼ିଶାରେ ଘରେ ଘରେ ପରିଚିତ ହୋଇଥିଲେ। Continue Reading State 0 Share