ଜାପାନରେ ମାଟି ଅତଡ଼ା ଖସି ୨ ମୃତ

0

ଟୋକିଓ : ଜାପାନର ଅଟାମି ସହରରେ ପ୍ରବଳ ବର୍ଷା ଯୋଗୁଁ ମାଟିଅତଡା ଖସି ୨ ଜଣ ପ୍ରାଣ ହରାଇଥିବାବେଳେ ୨୦ ଜଣ ନିଖୋଜ ଥିବା ଜଣାପଡିଛି । ବର୍ଷାରେ ଏକାଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥିରେ ବାସ କରୁଥିବା ଲୋକେ ପ୍ରାଣ ବିକଳରେ ସୁରକ୍ଷିତ ସ୍ଥାନକୁ ପଳାଇଥିବା ପୁଲିିସ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ସୁଗାଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଛି ।

Leave A Reply

Your email address will not be published.

3 + 5 =