ଗିରିଖାତକୁ କାର ଖସି ୫ ମୃତ

0

ଜମ୍ମୁ : ଜମ୍ମୁ-କଶ୍ମୀରର ରମ୍ବାନ ଜିଲ୍ଲାରେ ଏକ କାର ଗିରିଖାତକୁ ଖସିପଡିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଆହତ ହୋଇଛନ୍ତି । ପୁଲିସ ସୂଚନା ଅନୁଯାୟୀ ରମ୍ବାନ ଆସୁଥିବାବେଳେ ଏହି କାରଟି ଏକ ମିନିଟ୍ରକକୁ ପ୍ରଥମେ ଧକ୍କା ଦେଇଥିଲା । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ୩୦୦ ଫୁଟ ତଳକୁ ଗଭୀର ଖାଇରେ ଖସିପଡିଥିଲା । ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

twelve − nine =