ଜାମ୍ମୁ କାଶ୍ମୀରରେ ଏୟାରପୋର୍ଟରେ ବିସ୍ଫୋରଣ

0

ଜାମ୍ମୁ-କାଶ୍ମୀର ବିମାନ ବନ୍ଦରର ଆଜି ବିସ୍ଫୋରଣ ଘଟିବା ଫଳରେ ଏକାଧିକ ଲୋକ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ଦୁଇଟି ବିଶେଷ ପ୍ରଭାବଶାଳୀ ନଥିବାରୁ ବଡଧରଣର ଅଘଟଣରୁ ବିମାନ ବନ୍ଦର ବର୍ତ୍ତିଯାଇିଛି । ବିସ୍ଫୋରଣ ଘଟିବା ପରେ ବୋମା ନିଷ୍କ୍ରୟକାରୀ ଦଳ ସେଠାରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଜମ୍ମୁ କାଶ୍ମୀରର ନରୱଲ ଅଞ୍ଚଳରୁ ଜଣେ ଆତଙ୍କିଙ୍କୁ ଗିରଫ କରାଯିବା ସହିତ ତାଙ୍କ ନିକଟରୁ ୫ କିଲୋଗ୍ରାମ ଆଇଇଡି ଜବତ କରାଯାଇଛି । ଜମ୍ମୁ କାଶ୍ମୀର ପୁଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛି । ଏହି ବିସ୍ଫୋରଣରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

eleven + 1 =