ରୋନାଲ୍ଡୋଙ୍କ ୩ ଶହ ନିୟୁତ ଇନଷ୍ଟାଗ୍ରାମ୍‌ ଫଲୋଅର୍ସ

0

ପର୍ତ୍ତୁଗାଲ୍‌ର ଷ୍ଟ୍ରାଇକର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଇନଷ୍ଟ୍ରାଗ୍ରାମ୍‌ ଫଲୋଅର୍ସ ସଂଖ୍ୟା ୩ ଶହ ନିୟୁତରେ ପହଞ୍ଚିଛି । ରୋନାଲ୍ଡୋ ଏ କ୍ଷେତ୍ରରେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି । ସୋସିଆଲ ମିଡିଆରେ ୨ କୋଟି ଫଲୋଅର୍ସ ପାଇବାରେ ମଧ୍ୟ ରୋନାଲ୍ଡୋ ପ୍ରଥମ ବ୍ୟକ୍ତି । ଚଳିତ ସପ୍ତାହ ପ୍ରାରମ୍ଭରେ ୟୁରୋ-୨୦୨୦ର ଉଦଘାଟନୀ ମ୍ୟାଚରେ ହଙ୍ଗେରୀ ବିପକ୍ଷରେ ୨ଟି ଗୋଲ୍‌ କରି ପର୍ତ୍ତୁଗାଲ୍‌ ଅଧିନାୟକ ରୋନାଲ୍ଡୋ ୟୁରୋପିଆନ୍‌ ଚାମ୍ପିଅନସିିପ ଇତିହାସରେ ସର୍ବକାଳୀନ ଟପ ସ୍କୋରର ହେବାର ରେକର୍ଡ କରିଥିଲେ ।

Leave A Reply

Your email address will not be published.

4 × two =