ପରଲୋକରେ ଆଇଏଏସ ଅଧିକାରୀ ଗୁରୁପ୍ରସାଦ

0

ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କ କରୋନାରେ ପରଲୋକ ଘଟିଛି । ସେ କିଛିଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗୁରୁପ୍ରସାଦ ୧୯୮୬ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ୍‌ ଅଧିକାରୀ ଅଟନ୍ତି । ସେ କେନ୍ଦ୍ର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଥିଲେ । ତାଙ୍କର ଘର ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରେ । ଓ ସେ ବିଜେବି କଲେଜରୁ ସ୍ନାତକ ଓ ଜବାହାରଲାଲ ନେହେରୁ ୟୁନିଭରସିଟିରୁ ସ୍ନାତକୋତ୍ତର ସମାପ୍ତ କରିଥିଲେ । ପୂର୍ବରୁ ସେ ଭାରତୀୟ ବିମାନ ପ୍ରାଧିକରଣ (ଏଏଆଇ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.

seventeen − sixteen =