ଟିକା ନେଇ ବ୍ରିଟିଶ ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ ପଜିଟିଭ

0

ଲଣ୍ଡନ: ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସଜିଦ ଜାଭିଦ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ହେଲେ ତାଙ୍କ ପାଖରେ କୌଣସି ପ୍ରକାରର ଲକ୍ଷଣ ନଥିବା ସେ କହିଛନ୍ତି । କରୋନାର ଦୁଇଟି ଯାକ ଡୋଜ ନେଇଥିବାରୁ ତାଙ୍କ ପାଖରେ କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି । ଟ୍ୱିଟ କରି ସେ କହିଛନ୍ତି ମୁଁ ଆଜି ସକାଳେ କରୋନା ଟେଷ୍ଟ କରାଇଥିଲା । ପିସିଆର ଟେଷ୍ଟ କରାଇବା ପରେ ସଂକ୍ରମିତ ହୋଇଥିବା ନେଇ ଜାଣିବାକୁ ପାଇଛି । ହେଲେ ମୋ ପାଖରେ କୌଣସି ଲକ୍ଷଣ ନାହିଁ । କରୋନାର ଦୁଇଟି ଡୋଜ ଟିକା ନେଇସାରିଛି । ହେଲେ ନିୟମ ଅନୁଯାୟୀ ଏବେ ମୁଁ ସଙ୍ଗୋରଧରେ ରହିବି ।

Leave A Reply

Your email address will not be published.

fourteen − 1 =