‘ବିକ୍ରମ ବେଧା’ର ରିଲିଜ ଡେଟ ଘୋଷଣା କଲେ ନିର୍ମାତା

0

ମୁମ୍ବାଇ: ହ୍ରିତିକ ରୋଶନଙ୍କ ପ୍ରଶଂସକ ତାମିଲ ଫିଲ୍ମ ‘ବିକ୍ରମ ବେଧା’ର ହିନ୍ଦୀ ରିମେକରେ ଦେଖିବାକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସେ ସୈଫ ଅଲି ଖାନଙ୍କ ସହ ନଜର ଆସିବେ । ଏକ ସୂତ୍ରରୁ ଜଣାପଡିଛି ଯେ ଫିଲ୍ମ ନିର୍ମାତା ‘ବିକ୍ରମ ବେଧା’ ଆସନ୍ତାବର୍ଷ ସେପ୍‌ଟେମ୍ବର ୩୦ରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏହି ଫିଲ୍ମ ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ତାମିଲ ଫିଲ୍ମ ‘ବିକ୍ରମ ବେଧା’ ୨୦୧୭ରେ ରିଲିଜ ହୋଇଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା ।

Leave A Reply

Your email address will not be published.

15 + two =