ଜୋବ୍ରା ବ୍ୟାରେଜ୍ ରେ ଭାସୁଛି ହାତୀ ମୃତ ଦେହ

0

କଟକ: କଟକ ଜୋବ୍ରା ବ୍ୟାରେଜ୍ ରେ ଭାସୁଛି ହାତୀର ମୃତ ଦେହ । ମୁଣ୍ଡଳୀ ବ୍ୟାରେଜ୍ ରେ ଫସିଥିବା ହାତୀ ଭାସି ଆସିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ବନ ବିଭାଗ ପକ୍ଷରୁ ଦିଆଯାଇନାହିଁ । ବର୍ତ୍ତମାନ ହାତୀର ମୃତଦେହକୁ ଉଦ୍ଧାର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.

twelve − seven =