ହୀରାକୁଦ ରେ ବନ୍ଦ୍ ହେଲା ଆଉ ୮ ଟି ଗେଟ୍

0

ସମ୍ବଲପୁର:  ଉପରମୁଣ୍ଡ ବର୍ଷା କମୁଛି । ଫଳରେ ଧିରେ ଧିରେ ହାରୀକୁଦର ଗେଟ୍ ଗୁଡିକ ମଧ୍ୟ ବନ୍ଦ ହେଉଛି ।   ହୀରାକୁଦ ଡ୍ୟାମରୁ ବନ୍ଦ ହେଲା ୮ ଟି ଗେଟ । ପୁର୍ଵରୁ ୧୨ ଟି ଗେଟ ଖୋଲାଥିବା ବେଳେ ଏବେ ୪ ଟି ଗେଟ ଜଳ ନିଷ୍କାସନ ଜାରି ରହିଛି ।

ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୨୯.୦୨ ଘନ ଫୁଟ ଜଳ ରହିଛି । ସେକେଣ୍ତ ପ୍ରତି ୯୪ ହଜାର ୭୫୮ କ୍ୟୁସେକ ଜଳ ପଶୁଛି  ।  ସେହିପରି ସେକେଣ୍ତ ପ୍ରତି ୧ ଲକ୍ଷ ୭୭ ହଜାର ୩୪୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Leave A Reply

Your email address will not be published.

seventeen − 12 =