ଭୂକମ୍ପ ରେ ଥରିଲା ପାକିସ୍ତାନ; ୨୦ ରୁ ଅଧିକ ମୃତ

0

ନୂଆଦିଲ୍ଲୀ: ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଯାହାଫଳରେ ୨୦ରୁ ଅଧିକ ଜଣଙ୍କର ମୃତ୍ୟୁ ଏଥିରେ ଘଟିଥିବା ଜଣାପଡ଼ିଛି । ତେବେ ଖାଲି ସେତିକି ନୁହେଁ ଏହି ଭୟଙ୍କର ଭୂକମ୍ପରେ ୨୦୦ରୁ ଅଧକ ଆହତ ହୋଇଥିବା ବେଳେ ଅନେକ ଏପର୍ଯ୍ୟନ୍ତ ନିଖୋଜ ହୋଇଯାଇଛନ୍ତି । ଆଜି ସକାଳ ସମୟରେ ଦକ୍ଷିଣ ପାକିସ୍ତାନର ଜିଆରତ ଠାରେ ଭୂକମ୍ପର ଝଟକା ଦେଖିବାକୁ ମିଳିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରହିଛି ।

Leave A Reply

Your email address will not be published.

4 × three =