ରେକ୍ଟର ସ୍କେଲ ରେ ୬.୨ ତୀବ୍ରତା ସହ ଥରିଲା ଇଣ୍ଡୋନେସିଆ

0

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ମଧ୍ୟଭାଗରେ ଭୂକମ୍ପ ଝଟକା । ଇଣ୍ଡୋନେସିଆ ଉତ୍ତର ସୁଲାୱେସି ପ୍ରଦେଶରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲର ଏହାର ତୀବ୍ରତା ୬.୨ ରହିଛି । କିନ୍ତୁ ଭୂକମ୍ପ ପରେ ସୁନାମି ଆସିବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ଓ ଜିଓଫିଜିକ୍ସ ଏଜେନ୍ସି କହିଛି ।

ଆଜି ସକାଳ ୭ଟା ୪୩ ମିନିଟରେ ଭୂକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ମେଲୋଙ୍ଗୁଏନ୍ ସହରର ୧୧୨ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଥିଲା ।

Leave A Reply

Your email address will not be published.

1 × five =