ଦୂତୀ ଚାନ୍ଦଙ୍କ ନୂଆ ରେକର୍ଡ

0

ନୂଆ ଜାତୀୟ ରେକର୍ଡ କଲେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ଦୂତୀ ଚାନ୍ଦ ନିଜର ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିଲେ । ୧୧.୧୭ ସେକେଣ୍ଡରେ ୧୦୦ ମିଟର ଦୌଡ ଅତିକ୍ରମ କଲେ । ୦.୦୨ ସେକେଣ୍ଡ ପାଇଁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତାରୁ ପଡିଲେ ବାଦ ।

Leave A Reply

Your email address will not be published.

19 − four =