ସୀମାରେ ପାକିସ୍ତାନୀ ଡ୍ରୋନ ଠାବ

0

ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମାରେ ଏକ ପାକିସ୍ତାନୀ ଡ୍ରୋନ ବିମାନ ଉଡୁଥିବା ଦେଖାଯାଇଥିଲା । ତେବେ ସୀମାରେ ମୁତୟନ ଯବାନ ଏହାକୁ ଲକ୍ଷ୍ୟକରି ଗୁଳି ଚଳାଇବା ଫଳରେ ଡ୍ରୋନ ବିମାନଟି ପୁଣି ପାକିସ୍ତାନ ଭିତରକୁ ଫେରିଯାଇଥିଲା । ବିଏସଏଫ୍‌ ପକ୍ଷରୁ ଉକ୍ତ ଅଞ୍ଚଳରେ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି ।

Leave A Reply

Your email address will not be published.

2 × five =