ଡିସ୍‌ଚାର୍ଜ ହେଲେ ଅଭିନେତା ଦିଲୀପ କୁମାର

0

ମୁମ୍ବାଇ :ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସହଜ ମନେ କରିବାରୁ ବଲିଉଡ୍‌ ଭେଟେରାନ ଦିଲୀପ କୁମାରଙ୍କୁ ଜୁନ୍‌ ୬ରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଆଜି ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି ।

Leave A Reply

Your email address will not be published.

twenty − seventeen =